STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ଫୁଲ ବଗିଚା ର ହସ

ଫୁଲ ବଗିଚା ର ହସ

1 min
538

ଅମୃତ ର ନଜିର଼

ମଇତ୍ର ମୋର

ବାଟ ଦେଖାଇବା ର

ବଳିଷ୍ଠ ମାଧ୍ୟମ

ବଂଧୁ ବୋଇଲେ

ବଂଧୁକ ନୁହେ଼ଁ

ଲୁହ ରେ ଯା'ର

ରକତ ଝରେ

ସିଏ ମିତ୍ର

କଳ କଳ ଶବଦ ର

ମିଠା ମିଠା ଗୀତ

ମଇତ୍ର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract