Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gayatri Singh

Abstract Classics Others

3  

Gayatri Singh

Abstract Classics Others

ପହିଲି ଛୁଆଁ

ପହିଲି ଛୁଆଁ

1 min
143



ମୌସୁମୀ ର ପ୍ରଥମ ସ୍ପର୍ଶରେ

ଲାଜେଇଗଲା ପ୍ରକୃତି

ତାର ଅନ୍ତରଙ୍ଗ ଛୁଆଁ

ତାର ଶୀତଳତା ରେ

ସମଗ୍ର ପରିବେଶ ଚଳଚଞ୍ଚଳ

ନୀଳ ଆକାଶର ଖଣ୍ଡ ଖଣ୍ଡ ଭଷା ମେଘ

ସହିତ ଝିପି ଝିପି ବର୍ଷାର ପ୍ଲାବନରେ

ଶୁଷ୍କଭୂମି ହସି ଉଠିଛି

ଝୁମି ଝୁମି ଗାଇ ଚାଲିଛି 

ମେଘ ମହଲ୍ଲାର ।



Rate this content
Log in

Similar oriya poem from Abstract