STORYMIRROR

DILIP KUMAR SAHOO

Children

2  

DILIP KUMAR SAHOO

Children

ପାଠ ଶାଠ କାଠ

ପାଠ ଶାଠ କାଠ

1 min
144


ଗାଧୋଇବା ପାଇଁ ତୁଠ

ପାଣି ଯିବାପାଇଁ ଶୋଠ ll

ଅଜା ଚିରୁଛନ୍ତି କାଠ

ଆଈ ବାଟୁଅଛି ପିଠ ll

ଚାରି ଦୁନେ ହୁଏ ଆଠ

ରଘୁ ସାହୁ ଜଣେ ଶେଠ ll

ଖରଚ ପାଇଁସେ ଜାଠ

ଯାଏନି ମନ୍ଦିର ମଠ ll

ଠକିଦେଲା ତାକୁ ଶଠ

ଡାକିନେଇ ଦେବୀ ପୀଠ ll

ପିଠିକୁ ପାଉନି ମାଠ

ଶୀତରେ ଫାଟିଛି ଓଠ ll

ମାଆ ଡାକେ ଉଠ ଉଠ

କର ନାହିଁ ଜମା ମଠ ll

ମନଦେଇ ପଢ ପାଠ

ପାଠ ସାଙ୍ଗେ ଶିଖ ଶାଠ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children