ପାଗଳ ପ୍ରେମୀ
ପାଗଳ ପ୍ରେମୀ
ଷ୍ଟୋରୀ ତ ଷ୍ଟୋରୀ ଏମିତି ଷ୍ଟୋରୀ
କିଛି ଗପ କିଛି ଗୀତ
ଯେଉଁ ଗୀତ ଶୁଣି ପାଗଳ ଅଜି ମୁଁ
ତୋ ପାଇଁ ରେ ସତେ ମିତ ।
ରାଗରେ ଅଛିବି ଏମିତି ଯାଦୁ
ପାଗଳ ହେଉଛି ମନ,
ଯେତେ ରାଗିଲେ ବି ତୁମେ ମୋ ଉପରେ
ଭଲ ଲାଗ ପ୍ରତିଦିନ ।
ହସିଲେ ତୁମର ୟେ ଓଠରୁ ସତେ
ଭାଙ୍ଗେ ଜୁଆର ର ଭଟ୍ଟା,
ସେଇ ନାଲି ଓଠେ ଭାରିଯାୟେ ସତେ
ଇନ୍ଦ୍ରଧନୁ ରଙ୍ଗ ଛିଟା ।
ହୃଦୟ ଟା ତୁମ ଏତେ ଯେ ସୁନ୍ଦର
କଳନା ବାହାରେ ମୋର,
ଯେତେ ଭାବୁଥାଏ ତୁମ କଥା ସତେ
ଭାଙ୍ଗେ ନିଦ ର ଜୁଆର ।
ମିଠା ମିଠା କଥା ତୁମ
ଚକୋଲେଟ୍ ହସ,
ସେ ହସ ରେ ପାଗଳ ମୁଁ
ଦିନ, ମାସ , ବର୍ଷ ।

