Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saroj Kumar Jena

Inspirational

3  

Saroj Kumar Jena

Inspirational

ନୟନ

ନୟନ

1 min
48


             ନୟନ

....( ଦରଦୀ କବି - ସରୋଜ କୁମାର ଜେନା).....

କେବେସେ ଧରମ କେଵେସେ ଅଧର୍ମ

   ନିତି କରେ ଯେ ଦର୍ଶନ ,

ଅଙ୍ଗ ଭାବେ ସିଏ ସଦା ପାଶେ ଥାଏ

  ତାହାରି ନାମ ନୟନ ।

ମୃତ୍ୟୁ ପରେ ଜାଣ ଜୀବିତ ହୋଇଣ

 ଚକ୍ଷୁ ରହେ କିଛି କ୍ଷଣ ,

ଦୁଃଖରେ ରୋଦନ ନିଦ୍ରାରେ ଶୟନ

   କରିଥାଏ ନେତ୍ର ଜାଣ ।।  


Rate this content
Log in