ନୂଆବର୍ଷ' ବୋଲି...
ନୂଆବର୍ଷ' ବୋଲି...
ନୂଆବର୍ଷ' ବୋଲି ଯେତେ'ମୁଁ ଖୋଜିଲି
ନୂଆ' କୁ ପାଇଲି' ନାହିଁ
ପୁରୂଣା- ପ୍ରଥା' ର.. ପୁନରାବୃତ୍ତି' ରେ'
ରାତି ଗଲା' ଚାହିଁ ଚାହିଁ
ଖୋଜିଲି' ସହରେ'... ସହର' ଠୁଁ' ଦୂରେ
ସକାଳ' ରୁ... ଅପରାହ୍ନ'
ସବୁଠି ଥିଲା ସେ', ପୁରୂଣା' ର.. ପାଲା'
ନଥିଲା'..ନୂଆ'ର ଚିହ୍ନ'
ସକାଳ- ଆସିଲା,... ସୂରୁଜ- ହସିଲା
ହସିଲେ ସକଳ ନରେ'
ବିକଳ- ସ୍ବର'ରେ.. ଛେଳି- କୁକୁଡାଏଁ'..
ରଡ୍ଡୁଥିଲେ' ଘରେ' ଘରେ'
ମୁକୁଳା-କେଶ'ରେ.. ବକ୍କଳ- ସଜ୍ଜେଇ'
ମନ୍ଦିରେ',.. ଭକ୍ତ'ଙ୍କ- ମେଳି'
ସୁନ୍ଦରୀଆ- ସ୍ଥାନେ' ଡିଜେ' ବଣଭୋଜି'
ଉଦ୍ୟାନ'ରେ.. କୃଷ୍ଣ-କେଳି'
କାଳ' ତ.. ପୁରୂଣା',.. ମେଳ'.. ତ ପୁରୂଣା'
ପୁରୂଣା ବାଟ' ରେ.. ଯାଇ'
ନୁଆ' ନୁଆ' ବୋଲି ଯେତେ ବୋବାଳିଲେ
ମେଣ୍ଢା କି', ବିଲୁଆ' ହୋଇ