STORYMIRROR

Samir Kar

Others

3  

Samir Kar

Others

କ୍ରିକେଟ ଦେଶ ସମର୍ଥକ

କ୍ରିକେଟ ଦେଶ ସମର୍ଥକ

1 min
188


କ୍ରିକେଟ ଖେଳଟା କ୍ରୀଡା ଜଗତରେ

ଲଭିଛି ଲୋକପ୍ରିୟତା ।


ପିଲା ଠାରୁ ବୁଢା ବୁଢୀ ପରିଯନ୍ତେ

ସଭିଙ୍କ କ୍ରିକେଟ ଚିନ୍ତା ।


ଲାଭ-କ୍ଷତି ଭୁଲି, କ୍ରିକେଟ ପ୍ରେମରେ

ପାଗଳ, ଦେଶ ଯୁବକ ।


ବାକି ଖେଳ ଠାରୁ, କ୍ରିକେଟ'ରେ ଆଜି

ବହୁଗୁଣା ସମର୍ଥକ ।


କ୍ରିକେଟ ହେଉ ବା ଅନ୍ୟଖେଳ ପ୍ରାୟ

ମନୋନଞ୍ଜନ ର ନିଶା ।


ଦେଶ ମଧ୍ୟେ ଚାଲୁ, ଦେଶ-ପ୍ରେମ ଖେଳ

ଭୁଲି ସ୍ବାର୍ଥ- ବାଦ ହିଁସା ।



Rate this content
Log in