STORYMIRROR

Adyasa Sharma

Romance Fantasy Others

4  

Adyasa Sharma

Romance Fantasy Others

ନିର୍ଝରିଣୀ

ନିର୍ଝରିଣୀ

1 min
391

ନିର୍ଝରିଣୀ ଆଜି ସାଜେ ମୁଁ

ତୁମ ପ୍ରେମଧାରେ ବହିଯିବା ପାଇଁ...

ସପନେ ଦେଖିଥିବା ମୁହୁର୍ତ୍ତକୁ ଉଜ୍ଜୀବିତ କରିଦେଇ

ସ୍ନେହାଦର ଜଳେ ତୁମ ତୃଷ୍ନା ମେଣ୍ଟାଇବା ପାଇଁ।


ନିର୍ଝରିଣୀ ଆଜି ସାଜେ ମୁଁ...

ମରୁଭୂମିରେ ସୁଶୋଭିତ କଣ୍ଟକିତ ବୃକ୍ଷରାଜି ସମ ତୁମ ହୃଦୟରେ,

ଖୁସିର ଜଳ ସିଞ୍ଚନ କରିବା ପାଇଁ।


ଶୁଣିଥିଲି "ଧିର ପାଣି ପଥର କାଟେ"...

ସେହି ଅଗାଢ଼ ଭଲପାଇବାର ଧିର ପ୍ରୟୋଗରେ,

ନାରିକେଳ ସମ ତୁମ ମନରେ ନିଜପାଇଁ ଜାଗାଟିଏ କିଣିବା ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance