STORYMIRROR

Adyasa Sharma

Fantasy Others

3  

Adyasa Sharma

Fantasy Others

ମୁକ୍ତ ଆକାଶର ବିହଙ୍ଗ ମୁଁ

ମୁକ୍ତ ଆକାଶର ବିହଙ୍ଗ ମୁଁ

1 min
409

କିଏ ଶୋଭାବନ, ଅପୂର୍ବ ଆନନ,             

ମଣିଷ ମନ ଯେ, କ୍ଷଣେ କ୍ଷଣେ ଆନ ।          

ଗ୍ରୀଷ୍ମ ଉପବନ, ସୌନ୍ଦର୍ଯ୍ୟ କାରଣ,             

ଏକା ମୋ' ଜୀବନ, ଶାନ୍ତ କାନ୍ତ ମନ ।     

ହାଏରେ ଏ ପବନ, ଦୋହଲେଇ ଦିଏ ମନ,       

ପରୀ ରାଇଜର କାହାଣୀ ଯେ ସବୁ ।

ଆଣେ ମନେ କ୍ଷଣ କ୍ଷଣ,                   

ମେଘ ପୁଣି ଗରଜେ ଘନ ଘନ            

ଅନ୍ଧାର ଗଗନ ବିଚଳିତ ମନ,              

ମୋହିନୀ ସେ ପବନ, ମୋହିନିଏ ମନ,           

ସୁଖି ମନେ ଭରେ ନବଜୀବନ।


Rate this content
Log in

Similar oriya poem from Fantasy