STORYMIRROR

Smrutirani Polai

Romance

4  

Smrutirani Polai

Romance

ନିରବତା

ନିରବତା

1 min
5

ନିଜକୁ ନିଜ ଠାରେ ହରେଇ 
               ଭିଡ଼ରେ ଖୋଜେ ତୁମକୁ 
ତୁମ ପାଖେ ବସିଥିଲି ଯେ ନୀରବରେ ସେମିତି

ଯଦି ମୁହୂର୍ତ୍ତର ପ୍ରତି ମୁହୂର୍ତ୍ତରେ କେବଳ ତୁମକୁ ଚାହିଂଚି 
            ତ କୁହ......
ତୁମେ ମୋ ଘର ନୁହେଁ କେମିତି
     ତୁମେ ମୋ ଘର ନୁହେଁ କେମିତି.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance