STORYMIRROR

BARSARANI DASH

Romance

2  

BARSARANI DASH

Romance

ନିରବୀ ଯାଏ

ନିରବୀ ଯାଏ

1 min
85


ଜହ୍ନକୁ ଦେଖିଦେଲେ

ତୁମ କଥା ଭାବେ

ତାରାକୁ ଦେଖିଦେଲେ

 ତୁମ କଥା କୁହେ।।


ନଦୀକୁ ଦେଖିଦେଲେ

ପ୍ରେମ ଗଭୀରତା ମାପେ

ତୁମକୁ ଦେଖିଦେଲେ

ନିରବୀ ଯାଏ।।


ପବନ ଛୁଇଁ ଦେଲେ

ତା ଉପରେ ରାଗେ

ବରଷା ବରଷି ଗଲେ

ପ୍ରେମରେ ମୁଁ ଭିଜେ।।


ତୁମେ ଛୁଇଁଦେଲେ

ତନୁ ମନ ଓଦା ହୁଏ

ତୁମ ଛୁଆଁ ଦେହେ

ଶିହରଣ ଖେଳାଏ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance