STORYMIRROR

Sunanda Mohanty

Inspirational Others

2  

Sunanda Mohanty

Inspirational Others

ନୀତିବାଣୀ

ନୀତିବାଣୀ

1 min
167

ମୁଖା ମୁଖ କୁ ସୁନ୍ଦର 

 କରେ କେତେ ହୁନ୍ଦର 

କିଏ ଜାଣେ ମୁଖଭଙ୍ଗୀ 

ବିଶ୍ୱାସ ର ନା ଭଦ୍ରତାର 

ବେଲନ୍ହୁ ହେଲେ ସାବଧାନ 

ପଛକୁ ନଥିବ ବେଭାର 

ଆଗକୁ ପାଞ୍ଚହାତ ଗଲେ 

ପଛକୁ ଦଶ ହାତ ଭଲେ 

ଚାଲିଚଳନ ଢଙ୍ଗରଙ୍ଗ 

ଜାଣିବ ଶିକ୍ଷା ରେ ଆଦର 

ଭୁଲ ଠିକ ର ପରଖ 

ସତ ମିଛର ଆସର 

ମାପିବା ପାଇଁ ଯେଉଁ ଜ୍ଞାନ 

କରିବାକୁ ହେବ ଆସ୍ଵାଦନ. 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational