Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Inspirational

3  

Santosh Kumar Ojha

Inspirational

ନୀଳ ଐଶ୍ୱର

ନୀଳ ଐଶ୍ୱର

1 min
126



ନୀଳ ନୀଳ ନୀଳ

ଘନେ ଘନ ନୀଳ

   ଐଶ୍ୱରିକ ଗୁଣ ଠୁଳ  

ସୁନୀଳ ସାଗରେ

ବିଜେ ରତ୍ନାକର

  ନୀଳ ନଭେ ଦେବ ସ୍ଥଳ ।


ନୀଳିମାରେ ଦେବ

ନୀଳ ମହାଦେବ

  ଘନ ନୀଳେ ଘନଶ୍ୟାମ  

ନୀଳ ଇନ୍ଦ୍ରପୁରୀ 

ନୀଳ ସ୍ୱପ୍ନପୁରୀ

   ନୀଳ ବୈକୁଣ୍ଠ ଧାମ ।


ଘନ ନୀଳେ ମାତା

ହେଲେ ଆବିର୍ଭୂତା

   ମୋହିନୀ ରୂପକୁ ଧରି  

ଦେଖି ଦେବ ବୃନ୍ଦ

ଲଭିଲେ ଆନନ୍ଦ

 ଅସ୍ତ୍ରେ ଶସ୍ତ୍ରେ ଦେଲେ ଭରି ।


ପୂଣ୍ୟର ରଙ୍ଗ

ଘନ ନୀଳ ବୋଲି

  ଦେବଙ୍କର ଏତେ ପ୍ରିୟ  

ତେଣୁ ଘନ ନୀଳେ

ଐଶ୍ୱରିକ ଶକ୍ତି

   ମିଳିବାଟା ହୁଏ ଥୟ ।


ଘନ ଅନ୍ଧକାର

ପାପାତ୍ମାର ଘର

   ଘନ ନୀଳ ଦେଖି ଡରେ  

ହିଂସା ଈର୍ଷା  କ୍ରୋଧ

ଫିକା ପଡ଼ି ଯାଏ

   ଘନ ନୀଳ ଆଲୁଅରେ ।



Rate this content
Log in

Similar oriya poem from Inspirational