STORYMIRROR

Sarat Jal

Inspirational

2  

Sarat Jal

Inspirational

ନଈ

ନଈ

1 min
14.2K


ନଈ ତୁ ବହୁଛୁ ଅନନ୍ତକାଳରୁ

ତୃଷାର୍ତ୍ତୀ କି ଦେଇ ଜଳ

ବାଧାବିଘ୍ନ ପାଇ ଅଟକିଯାଇନୁ

ବହୁଛୁତୁ କଳକଳ ॥


ତୋର ଜଳରାଶି ଅପରକୁ ଦେଇ

କରୁ ଜଗତ କଲ୍ୟାଣ

ମୁଁ କ୍ଷୁଦ୍ର ମାନବ ତୋପରି ହେବିକି

ହୃଦୟେ ବହି ତୋ ଗୁଣ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational