STORYMIRROR

Susanta Dash

Inspirational

2.5  

Susanta Dash

Inspirational

ନୌକା

ନୌକା

1 min
14.2K


ଭସେଇଦେବାର କ୍ଷମତା

ଭାସିଯିବାର ଲାଳସା

ନିଜସ୍ୱ ସମ୍ପତ୍ତି ମୋର

ଜୀବନ ଦୃଶ୍ୟପଟରେ

ଯେପରି

ସମସ୍ତ ଅସହ୍ୟ ଘଟଣା ଆପଣାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational