STORYMIRROR

Krushna Chandra Lenka

Tragedy Classics Others

2  

Krushna Chandra Lenka

Tragedy Classics Others

ନାରୀ

ନାରୀ

1 min
229

ନାରୀ ପାଇଁ ନାରୀ ଇର୍ଷା କରେ ଭାରି

   କିମ୍ପାଇଁ ଏଇ ଜଗତେ,

ଶାଶୁ ଏକ ନାରୀ ବଧୂ ପୁଣି ନାରୀ

   ଇର୍ଷା କାହିଁ ବଢେ ସତେ?

ଏଠି ଏକ ନାରୀ କନ୍ୟା ଭୃଣ ମାରି

   କେମନ୍ତ ପାଏ ସେ ସୁଖ

ତା' ସନ୍ତାନ ହାରି ଏକ ମାଆ ପରି

  ପାଏ ନାହିଁ ତିଳେ ଦୁଃଖ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy