STORYMIRROR

Bindu Rekha

Abstract

2  

Bindu Rekha

Abstract

ମୁଁ

ମୁଁ

1 min
132

ମୋ ନିଜ ଶବକୁ ମୋ କାନ୍ଧରେ ବୋହି

ମୁଁ ଚାଲିଛି କେଉଁ ଏକ ଆଜ୍ଞନ୍ତ ପଥରେ 

ଜାଣେନା, କେତେ ବାଟ ଆଉ ବାକିଅଛି 

ମୋ ନିଶ୍ୱାସମାନେ ଫୁରସତ୍ ନେବେ!

ମନ୍ଦିରର ଶେଷ ଦୀପ ମୋ ଅପେକ୍ଷାରେ 

ଥକିପଡୁଥିବା ପାହୁଣ୍ଡ ମୋ,

ମୁଦାଆଖି ଇସାରା ପଛରେ 


ସତରେ, 

ମୁଁ ନିଶ୍ୱ ଥୁଣ୍ଟା ବରଗଛଟାଏ

ଏ ଶୀତରାତି କାକର ଛାତିରେ

ଏ ଶୀତରାତି କାକର ଛାତିରେ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bindu Rekha

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract