STORYMIRROR

Bindu Rekha

Abstract

2  

Bindu Rekha

Abstract

ଅନ୍ଧାର

ଅନ୍ଧାର

1 min
106

ଅନ୍ଧାରକୁ ଡ଼ରେ ବୋଲି 

ଜହ୍ନକୁ ମୁଁ ସାଥି କରିନେଲି 

ହସିଖେଳି ଖୁବ୍ ବାଟ ଗଲି 

ଆଖି ଖୋଲି ସପନ ଦେଖିଲି


କିନ୍ତୁ, ଜହ୍ନ ଏବେ ହାତଛାଡ଼ି କହିଲାଣି 

ମୋ ସାଙ୍ଗରେ ତୋତେ କିଏ ଦେଖିଦେବ କାଳେ

ସେଥିପାଇଁ ସକାଳର ସୁରୁଜକୁ ଡ଼ରେ

ମୁଣ୍ଡପିଟି ଲୁହ ଝରେଇଲି, 

କେତେବଡ଼ ଭୁଲ୍ କରିଦେଲି

ବୁଝିଲିନି, 

ମୋ ଜୀବନ ସାରା ମାସ ଅମାବାସ୍ୟା

ସପନ ନହେଲା ନାହିଁ 

ଅନ୍ଧାରକୁ ନିଜର ନକଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bindu Rekha

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract