STORYMIRROR

ABINAS SAHOO

Abstract Romance

3  

ABINAS SAHOO

Abstract Romance

ମୁଁ କିଏ

ମୁଁ କିଏ

1 min
144

ହଁ, ମୁଁ ଜାଣେ

ମୁଁ କିଏ,

ମୁଁ ତୁମର ନିଜର ନୁହେଁ

ହେଲେ ପର ବି ନୁହେଁ ||


ହଁ, ମୁଁ ଜାଣେ

ମୁଁ କିଏ,

ମୁଁ ତୁମର ଛାଇ ନୁହେଁ

ହେଲେ ଛାଇ ଠାରୁ କମ ବି ନୁହେଁ ||


ହଁ, ମୁଁ ଜାଣେ

ମୁଁ କିଏ,

ମୁଁ ତୁମ ରାସ୍ତାରେ ଥିବା ଫୁଲ ନୁହେଁ

ହେଲେ ଫୁଲର ପାଖୁଡା ଠାରୁ କମ ନୁହେଁ||


ହଁ, ମୁଁ ଜାଣେ

ମୁଁ କିଏ,

ତୁମ ଆବେଗ ମନର ଶୀତଳ ସ୍ରୋତ ନୁହେଁ,

ହେଲେ ଶୀତଳ ଜହ୍ନର କିରଣ ଠାରୁ କମ ନୁହେଁ ||

 ହଁ, ମୁଁ ଜାଣେ

 ମୁଁ କିଏ......।


Rate this content
Log in

Similar oriya poem from Abstract