STORYMIRROR

ABINAS SAHOO

Inspirational Others

3  

ABINAS SAHOO

Inspirational Others

ହସୁଛି ମୋ କଳିଙ୍ଗ ଭୂଇଁ

ହସୁଛି ମୋ କଳିଙ୍ଗ ଭୂଇଁ

1 min
385


ହସୁଛି ମୋ କଳିଙ୍ଗ ଭୂଇଁ...

ଯେ ଦିନେ କାନ୍ଦୁଥିଲା

        ବୀର ସୁରେନ୍ଦ୍ରସାଏ ଓ ଜୟରାଜଗୁରୁ ପାଇଁ ।।

ହସୁଛି ମୋ କଳିଙ୍ଗ ଭୂଇଁ...

ଦକ୍ଷିଣରେ ଗରଜିଥିଲା ଲକ୍ଷ୍ମଣ ବୀର

          ଖୋର୍ଦ୍ଧାରେ ଗୋପବନ୍ଧୁ କୃଷ୍ଣଚନ୍ଦ୍ର ଦେବ ।।

ବିଜୁ ରମାଦେବୀ ସଂଗ୍ରାମ ଆଗେ

              ଚିତ୍ରାଭାନୁ ଯାଏ ନଇଁ ।।

ହସୁଛି ମୋ କଳିଙ୍ଗ ଭୂଇଁ...

ମଧୁବାବୁ ବକ୍ସିଜଗବନ୍ଧୁ ହୁଙ୍କାରରେ

          ଇଂରେଜ ମରୁତ ପରି ଯାଉଥିଲା ଥରି ।।

ବାଜିରାଉତ ଶଙ୍କୁନ୍ତଳା ଦେବୀ ଆଗେ

            ଇଂରେଜ ଯାଇଥିଲା ନଇଁ ।।

ହସୁଛି ମୋ କଳିଙ୍ଗ ଭୂଇଁ...

ଅମ୍ବରରେ ଶୁଭିଲା ବିଜୟ ଧ୍ଵନି

        ଲୋଚନରୁ ମୁଦ ଅଶ୍ରୁ ଯାଏ ବୋହି ।।

ହସୁଛି ମୋ କଳିଙ୍ଗ ଭୂଇଁ......।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational