STORYMIRROR

Saroj Kumar Jena

Tragedy

2  

Saroj Kumar Jena

Tragedy

ମୁହିଁ ମଲା ପରେ କରିବୁ ନାହିଁ ଶୋକ

ମୁହିଁ ମଲା ପରେ କରିବୁ ନାହିଁ ଶୋକ

1 min
165

        


ସ୍ୱାମୀକୁ ତୋହର କହିବୁ ଦିନେ ତୁ

   ମୁଁ ଥିଲି ତୋର ପ୍ରେମିକ ,

ମୋହରି ପାଇଁ କି ତୋହରି ଉପରେ

  କେବେ କରିବେନି ଦୁଃଖ ।୧।

ଭାଗ୍ୟକୁ ଆଦୋରି ରହିଛି ଏଠି ମୁଁ

   କିଏ ଜାଣିବ ମୋ ଦୁଃଖ ,

ମୁହିଁ ମଲା ପରେ ହେ ମୋର ପ୍ରେମିକା

    କେବେ କରିବୁନି ଶୋକ ।।୨।।



Rate this content
Log in

Similar oriya poem from Tragedy