STORYMIRROR

Sanhita Rath

Abstract

2  

Sanhita Rath

Abstract

ମରୀଚିକା

ମରୀଚିକା

1 min
14K


ଧୀର ଅଧିର ଆଖିରେ ବି

ଲାଗିପାରେ କେବେ ନିଆଁ

ଜାଳିଦେଇ ପାରେ ମନ,

ଖିନଭିନ କରିଦେଇ ପାରେ ହୃଦୟ ,


ପ୍ରେମ ଫଲ୍ଗୁ ସ୍ଥାନରେ

ରଚିଦେଇ ପାରେ

ଦ୍ରୌପଦୀଙ୍କ ରକ୍ତପାନର ଦୃଶ୍ୟ ,

ଯାଅ ନା ବନ ହରିଣୀର ପଛରେ ,

ରଚିଦେଇ ପାରେ ସେ 

ସ୍ବର୍ଣ୍ଣ ହରିଣୀର ମାୟା ।


ଫେରିଯା' ମନ ପଛକୁ ଫେରିଯା'

ମରୀଚିକା ପଛେ 

ଧାଇଁବା ପା ମନା ।


Rate this content
Log in

Similar oriya poem from Abstract