STORYMIRROR

Sanhita Rath

Others

2  

Sanhita Rath

Others

ପକ୍ଷୀଦୁଇ

ପକ୍ଷୀଦୁଇ

1 min
13.6K


ସମ୍ଭାବନା ଆଶେ ଡେଣାଝାଡ଼ି 

ଉଡ଼ିଗଲେ ପକ୍ଷୀ ଦୁଇ

ଦେଖ ସେଇ ଦୂର ଆକାଶେ ।


ପାରୁଛ ଯଦି କେତେରେଇ ପକାଅ ଡେଣାକୁ,

ବିଦାରିଦିଅ ହୃଦୟକୁ,


ତଥାପି ଖୋଲା ଆକାଶ 

ଆପଣେଇ ନେବ ସେମାନଙ୍କୁ ,

ତୁମ ଆଖି ଲାଗିଥିବ କି ନାଇଁ

ଡାକି ନେବ ପୁଣି ସେ ତା'ପାଖକୁ ।


Rate this content
Log in