STORYMIRROR

Sanhita Rath

Others

2  

Sanhita Rath

Others

ବୋଧେ ଶୀତ ଆସିଯାଇଛି

ବୋଧେ ଶୀତ ଆସିଯାଇଛି

1 min
307

ଆଜି ନୂଆଁ ବଜାର ବସିଛି

ନେପାଳି ମାନଙ୍କର ,

ବୋଧେ ଶୀତର ବାର୍ତ୍ତା ମୋ ସହରକୁ

ଏଇ ମାନେ ହିଁ ଆଣନ୍ତି ।

ବର୍ଷା ଝୋ ଝୋ ବର୍ଷି ବର୍ଷି

ଥକିପଡ଼ି କଡ଼ ଲେଉଟାଉଛି ,

ଏପଟେ ଦେଖ ଶୀତ ଥିର୍ କିନି

କେତେବେଳେ ଉଠିପଡ଼ି

ଚାଲିଆସିଛି ନେପାଳି ଲୋକଙ୍କ

ସାଲ , ସ୍ବେଟର ମୁଣାରେ ପଶି ।



Rate this content
Log in