STORYMIRROR

Saroj Kumar Jena

Inspirational

3  

Saroj Kumar Jena

Inspirational

ମୋଦୀଙ୍କ ବାର୍ତ୍ତା

ମୋଦୀଙ୍କ ବାର୍ତ୍ତା

1 min
344



ରଖ ମୋର କଥା ଶୁଣହେ ଜନତା 

   କରହେ ସର୍ବେ ପାଳନ ,

ଏକୋଇଶି ଦିନ ଦେଇ ମନ କର୍ଣ୍ଣ 

   ମାନନ୍ତୁ ଲକ୍ ଡାଉନ୍ ।

ନାହିଁ ଆମ୍ଭ ବଳ ସ୍ଥିତି ଅସମ୍ଭାଳ 

  ଯଦିଓ ଦେଶର ହେବ ,

ବର୍ଷ ଏକୋଇଶି ତଳକୁ ହିଁ ଖସି 

   ଭାରତ ହିଁ ଚାଲିଯିବ ।

ହୋଇଯାଅ ରାଜି ଭାବିନିଅ ଆଜି 

  ପଡ଼ିଲା ଲକ୍ଷ୍ମଣ ରେଖା ,

ନ କରି ବରଣ କରୋନା କୁ ଜାଣ 

  ରହିବାଟି ଏକା ଏକା ।


( ସଚେତନ ଧର୍ମୀ କବିତା )



Rate this content
Log in

Similar oriya poem from Inspirational