STORYMIRROR

Bishnupriya Mohapatra

Tragedy Inspirational

3  

Bishnupriya Mohapatra

Tragedy Inspirational

ମୋ ବୋଉ

ମୋ ବୋଉ

1 min
471

ଛାଡି ତୁ ଗଲୁଣି ପାଞ୍ଚ ବର୍ଷ ହେଲା 

 ଲାଗେ ପାଞ୍ଚ ଦିନ ପରି 

ଏବେ ବି ଲାଗୁଛି ମୋ ଅଫିସ୍ ଫେରା

 ଚାହୁଁଛି ଅପେକ୍ଷା କରି 


ଖାଇବାକୁ ଦେବି ଗେଲ କରୁଥିବି

   ହସୁଥିବୁ ଖିଲି ଖିଲି

ବିରକ୍ତି କରିଲେ ଛୋଟ ପିଲା ପରି

  ଦେଉଥିବି ତୋତେ ଗାଳି


ମାଆର ଗୁରୁତ୍ଵ କେତେ ଯେ ଅଧିକ

  ବୁଝିହୁଏ ଗଲା ପରେ

ଆଜି ମୁଁ ଝୁରୁଛି ତୋତେ ଆଲୋ ବୋଉ

  ଆଖିରୁ ଲୁହ ବାହାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy