ଗୁରୁ
ଗୁରୁ
ଅଜ୍ଞାନ ରୂପକ ଅନ୍ଧକ।ରୁ ମତେ
ଜ୍ଞା ନା ଲୋକ ଗୁରୁ ଦେଲେ। ଜୀବନରେ ଆଜି ଯାହା ମୁଁ ଳଭିଛି। ତାଙ୍କରି ଅଶିଶ ବଳେ।
ହତା ଧରି ମୋର ଚାଲିବା ରୁ ନେଇ
ଜ୍ଞାନ ବିଜ୍ଞାନ ଯେ ଯେତେ
ତାଙ୍କରି ଶିକ୍ଷା ରେ ଅସୀମ ଆକାଶ
ମାପି ଯେ ପାରୁଛି ସତେ।
ସ୍ୱାର୍ଥ ସର୍ବସ୍ବ ର ଯୁଗରେ ବି ତୁମେ
ସମାଜ ଗଠନେ ବ୍ରତୀ
ଅତୁଳନୀୟ ଯେ ଅବଦାନ ତୁମ
ଦେଶ ର ଉନ୍ନତି ପ୍ରତି।
ଆଲୋକ ଶିଖା ଟିଏ ପରି ଜଳି
ସଭିଙ୍କୁ ଜ୍ଞାନ ବ।ଣ୍ଟିଲ
ଗୁରୁ ଯେ ସତରେ ଇଶ୍ଵର ଠୁଁ ବଡ
ପ୍ରମାଣିତ ତୁମେ କଲ।
