STORYMIRROR

Pramila Mohanty

Inspirational

2  

Pramila Mohanty

Inspirational

ମୋ ଆଦର୍ଶ

ମୋ ଆଦର୍ଶ

1 min
32


ଜୀବନ ର ଚଲାପଥ

କୁସୁମିତ ହେବା ପଛରେ

ମୋ ଆଦର୍ଶ ମୋ ଅପା

ଶିଖିଲି ଯାହା ପାଖରୁ

ମୁଁ ଉଲ୍ଲାସ ଭରା ହୃଦୟ ଖୋଲାଖିଲି ଖୁଲି 

ସେହି ମୋ ଗୁରୁ ମୋ ପ୍ରିୟ ଅପା

ଯାହା ପାଖରୁ ପାଇଲି

 ଶିକ୍ଷାର ଜ୍ଞାନ

ମୋର କ୍ରନ୍ଦନ ରୋଳର

ପ୍ରତି ଧ୍ବନି ଶୁଣି ଥରି ଉଠେ

ଯାହାର  ଛାତି

ମୋରି ଲୁହର ପ୍ରତି ବିନ୍ଦୁ

ନିଏ ସେ ସାଉଁଟି

ଯୋଗାଇ ଦିଏ ମୋତେ

ସେହ୍ନ ଭରା ପଣତ

ଦିଏ ପୋଛି ଲୁହ

ହସାଇ ଦିଏ ମହୁଭରା ହସ

ମୋହରି ଅନ୍ତର ଆତ୍ମାରେ

ସାଇତି ରଖଛି ତାହାରି

ତାହାରି ନାମ

କେବଳ ରକ୍ତର ସମ୍ପର୍କ

ନୁହଁଇ ଜୀବନର ପ୍ରତି କ୍ଷେତ୍ରେ

ସେହି ମୋରି ସହାୟକ

ଏକଥା ହୃଦୟରୁ କରୁଛି ମୁଁ

ଉତ୍ଥାପିତ ସେହି ମୋ ଆଦର୍ଶ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational