STORYMIRROR

Basanti Parida

Abstract

2  

Basanti Parida

Abstract

ମଣ୍ଡାପିଠା

ମଣ୍ଡାପିଠା

1 min
358

ଶୀତ ରାତିର ଜାଡ଼

ମାଆ ଶୁଏନି ରାତି ସାରା

ଗଢୁ଼଼ଥାଏ ମଣ୍ଡାପିଠା

ମଣ୍ଡାପିଠା ର ପୁର

ମଣ୍ଡାପିଠା ର ପାହାଡ

ଅଥାର ବନ୍ଧା ହାଣ୍ଡି


ରାତି ପାହିଲା ସକାଳ ହେଲା

ଚାଦର ଘୋଡ଼ାଇ ମଣ୍ଡାପିଠା ଖାଇ

ଖୁସି ରେ ମନ ଖୋଜୁଥାଏ

କଅଁଳିଆ ଖରା

ଶୀତ ସକାଳ ର


ମାଆ ଢାଳି ହେଉଥାଏ

ଥଣ୍ଡା ପାଣି

ପକଉ ଥାଏ ଝୋଟି

ସୁଦଶା ବ୍ରତ କରିବ ବୋଲି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract