Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Mohanty

Inspirational

2  

Pramila Mohanty

Inspirational

ମିଛ ମଣିଷ

ମିଛ ମଣିଷ

1 min
45



ମିଛ ମାୟା ଭରା ଏ ସାରା ସଂସାର ସବୁ କିଛି ଏଠି ମିଛ

ମଣିଷ କି ହୋଇବ ସତ

ଗୋଟିଏ ମିଛରୁ ଶହେ ମିଛ

କହେ ଏ ଧରାର ମଣିଷ

ସତ କହିଲେ ସର୍ବଦା

ଲୋଭଇ ପୂଣ୍ଯ ମିଳି ଥାଏ

ସରଗ ସୁଖ 

ଅନ୍ତ କାଳେ ଲୋଭଇ ବୈକୁଣ୍ଠ

ତୁଛ୍ଛ ଜୀବନ ରେ ମଛ କହି

କହି ଏ କଥାକୁ କରେନା 

କର୍ଣ୍ଣପାତ ଏ ମଣିଷ

ଏତ ଅଟଇ ମିଛ ମଣିଷର ଅହଂ ଭାବର ପରିଚୟ ମାତ୍ର

ମିଛର ଆଶ୍ରୟ ନେଇ ଵୁଡି ଯାଏ

ଧର୍ମ ର ପୋତ ମିଛ ମଣିଷ

ତୁଟାଉ ଦିଏ ସଂମ୍ପର୍କ

ଜାଣି ସବୁକିଛି ତଥାପି ଭୂଲ୍ କରି ବସେ  

ପାଇ ଥାଏ କ୍ଷଣିକ ସୁଖ

ମିଛ କହି କହି 

ଛାଡି ଦିଏ ଶେଷ ନିଶ୍ଵାସ ।



Rate this content
Log in

Similar oriya poem from Inspirational