STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ମିଛ ଗପ ନୁହେଁ

ମିଛ ଗପ ନୁହେଁ

1 min
418

ଶୁଣିଥିଲି ଜୀବନ ରେ

ମଣିଷ ହେବା ପାଇଁ

ସୁନ୍ଦର ,ସୁନ୍ଦର ଗପ

ମିଛ ନୁହେଁ ଏବେ ମୋ ବାଟରେ

ସାହାରା ସେଇ ସବୁ ଉପଦେଶ

ଭଲ ମଣିଷ ଟେ ହେଲା ପରେ

ତରା ହେଇ ଯାଇ ଥିବା

ମୋ ଜେଜେ ବାପା

ମୋ ସ୍ମୃତି ରେ ବେଶ଼ ଜୀବନ୍ତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract