STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ମାୟା

ମାୟା

1 min
267

ମନରେ କଂପନ

ତା'ର ମାଟି

ବଜାର ,ଲୋକ

ବିଲ ,ବଣ,ପାହାଡ଼

କେମିତି ଅତି ଆପଣାର

ମନେ ହୁଅନ୍ତି

ଜନ୍ମ ଜାଗା ଏବେ

ବୟସର ମଧ୍ୟାହ୍ନରେ

ମନେ ପକାଇ ଦିଏ

ପିଲା ଦିନକୁ

ସୁନ୍ଦର

ଅତି ସୁନ୍ଦର

ଜନ୍ମ ଜାଗା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract