ମାୟା (୧)
ମାୟା (୧)
ଅଧରେ ତୁମର
କେବେ ମଧୁ ଝରେ
କେବେ ଝରୁଥାଏ ବିଷ
ନାଗକନ୍ଯା ସାଜି
ଦଂଶନ କରିଲେ
ହୋଇଯିବ ପ୍ରାଣ ଶେଷ।
ଅଧରେ ତୁମର
କେବେ ମଧୁ ଝରେ
କେବେ ଝରୁଥାଏ ବିଷ
ନାଗକନ୍ଯା ସାଜି
ଦଂଶନ କରିଲେ
ହୋଇଯିବ ପ୍ରାଣ ଶେଷ।