STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ମାଟି ର ଗୀତ

ମାଟି ର ଗୀତ

1 min
359

ସବୁ ତକ ଭୂଗୋଳ ପଢ଼ିବା ପରେ ହିଁ

ଆମେ ଆରମ୍ଭ କରିବା ସେତୁ ବନ୍ଧ

ସଂପର୍କ ପାଇଁ

ସଂପର୍କ ର ନଉକା ରେ କିନ୍ତୁ

ଏବେ ମାଝି ଗାଉ ନାହିଁ ଗୀତ

ତଥାପି ଆମେ ଅଣ୍ତାଳିବା

ଅଜଣା ଫୁଲ ର ମାୟାକୁ

ଫୁଲ ମାଳ ପାଇଁ

ତମ ଗଳା ରେ ଜୋର଼ ଥିଲେ

ହେଲା

ମଂଚରେ ଏବେ ଶୁଭୁ ନାହିଁ ମାଟି ର ଗୀତ

କେବଳ ଶ୍ରୁତି କଟୁ ବିକଟ

ରଡ଼ିଂକ ପଟୁଆର

ଯେତେ ଯାହା ହେଲେ ବି

ଡାକିବା ସେମାନଂକୁ

ଏବେ କିନ୍ତୁ ସମ୍ବନ୍ଧ ଡେଣା ଭଂଗା

ପ୍ରଜାପତି

ମଶାଣି ରୁ ଶୁଭୁଚି ସୁମଧୁର ସଂଗୀତ

ନିମନ୍ତ୍ରଣ କରିବା

କେବେ ଯଦି ଆମ ଦରକାର ହୁଏ

ଏବେ କିଂତୁ ତୁଳସୀ ରେ

ନାହିଁ ବିଶ୍ୱାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract