ମାଁ
ମାଁ
ମାଁ ହେଇ ତୁଇ କେତେ ଦୁଖ୍ ସହି
ଜନମ୍ ଦେଲୁ ମତେ
ଯେତେ ଗାଏଲେ ବି ତୋର୍ ଗୁନ୍ ମାଁ
ଥୁରେ ପଡ଼ିଯିବା ସତେ ।
ଛୁଆ ଥିଲା ବେଲେ ହଗ୍ଲେ ମୁତ୍ଲେ
ପର୍ଛା କରୁଥିଲୁ ମତେ
ତୋର୍ ଲାଗ୍ କେଭେଁ ସୁଝିନେଇପାରେ
ଧନ୍ ରଖିଥିଲେ ଯେତେ ।
ତୋର୍ ଲାଗି ମୁଇଁ ଦୁନିଆଁ ଦେଖିଲି
ଶିଖ୍ଲି ତୋର୍ ନୁ କଥା
ହାତ୍ ଧରି କରି ତୋର୍ ଚାଲି ଶିଖ୍ଲି
ନାଇଁ ଲାଗ୍ଲା ଟିକେ ଅଥା ।
ତୋର୍ କୂଲେ ଜନ୍ମି ହେଇଛେ ଧଏନ୍
ଗାଉଥିମି ମାଁ ତୋର୍ ଗୁନ୍
ତୋର୍ ସେବା ଯେତେ କଲେବି ମାଁ
ସୁଝିନାଇ ପାରେ ତୋର୍ ରୁନ୍ ।
ତୁଇ ନାଇଁ ଖାଇକରି ମତେ ଖୁଏଇଛୁ
ତୋର୍ ପେଟ୍ କେ ମାରି
ମାଁ ଅକ୍ଷର୍ ଟା ସତେ ମୁଲ୍ ଆଏ
ତୋର ଏତେ ନାଇହନ୍ ସରି।

