STORYMIRROR

Sagarika Sahu

Comedy Action Classics

3  

Sagarika Sahu

Comedy Action Classics

ମାଁ

ମାଁ

1 min
231


ମାଁ ହେଇ ତୁଇ କେତେ ଦୁଖ୍ ସହି

ଜନମ୍ ଦେଲୁ ମତେ

ଯେତେ ଗାଏଲେ ବି ତୋର୍ ଗୁନ୍ ମାଁ

ଥୁରେ ପଡ଼ିଯିବା ସତେ ।


ଛୁଆ ଥିଲା ବେଲେ ହଗ୍‌ଲେ ମୁତ୍‌ଲେ

ପର୍‌ଛା କରୁଥିଲୁ ମତେ

ତୋର୍ ଲାଗ୍ କେଭେଁ ସୁଝିନେଇପାରେ

ଧନ୍ ରଖିଥିଲେ ଯେତେ ।


ତୋର୍ ଲାଗି ମୁଇଁ ଦୁନିଆଁ ଦେଖିଲି

ଶିଖ୍‌ଲି ତୋର୍ ନୁ କଥା

ହାତ୍ ଧରି କରି ତୋର୍ ଚାଲି ଶିଖ୍‌ଲି

ନାଇଁ ଲାଗ୍‌ଲା ଟିକେ ଅଥା ।


ତୋର୍ କୂଲେ ଜନ୍‌ମି ହେଇଛେ ଧଏନ୍

ଗାଉଥିମି ମାଁ ତୋର୍ ଗୁନ୍

ତୋର୍ ସେବା ଯେତେ କଲେବି ମାଁ

ସୁଝିନାଇ ପାରେ ତୋର୍ ରୁନ୍ ।


ତୁଇ ନାଇଁ ଖାଇକରି ମତେ ଖୁଏଇଛୁ

ତୋର୍ ପେଟ୍ କେ ମାରି

ମାଁ ଅକ୍ଷର୍ ଟା ସତେ ମୁଲ୍‌ ଆଏ 

ତୋର ଏତେ ନାଇହନ୍ ସରି।


















































Rate this content
Log in

Similar oriya poem from Comedy