STORYMIRROR

Sagarika Sahu

Classics Inspirational

3  

Sagarika Sahu

Classics Inspirational

ମାଁ

ମାଁ

1 min
260


ମାଁ ହେଇ ତୁଇ କେତେ ଦୁଖ୍ ସହି

ଜନମ୍ ଦେଲୁ ମତେ

ଯେତେ ଗାଏଲେ ବି ତୋର୍ ଗୁନ୍ ମାଁ

ଥୁରେ ପଡ଼ିଯିବା ସତେ ।


ଛୁଆ ଥିଲା ବେଲେ ହଗ୍‌ଲେ ମୁତ୍‌ଲେ

ପର୍‌ଛା କରୁଥିଲୁ ମତେ

ତୋର୍ ଲାଗ୍ କେଭେଁ ସୁଝିନେଇପାରେ

ଧନ୍ ରଖିଥିଲେ ଯେତେ ।


ତୋର୍ ଲାଗି ମୁଇଁ ଦୁନିଆଁ ଦେଖିଲି

ଶିଖ୍‌ଲି ତୋର୍ ନୁ କଥା

ହାତ୍ ଧରି କରି ତୋର୍ ଚାଲି ଶିଖ୍‌ଲି

ନାଇଁ ଲାଗ୍‌ଲା ଟିକେ ଅଥା ।


ତୋର୍ କୂଲେ ଜନ୍‌ମି ହେଇଛେ ଧଏନ୍

ଗାଉଥିମି ମାଁ ତୋର୍ ଗୁନ୍

ତୋର୍ ସେବା ଯେତେ କଲେବି ମାଁ

ସୁଝିନାଇ ପାରେ ତୋର୍ ରୁନ୍ ।


ତୁଇ ନାଇଁ ଖାଇକରି ମତେ ଖୁଏଇଛୁ

ତୋର୍ ପେଟ୍ କେ ମାରି

ମାଁ ଅକ୍ଷର୍ ଟା ସତେ ମୁଲ୍‌ ଆଏ 

ତୋର ଏତେ ନାଇହନ୍ ସରି।




















































ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sagarika Sahu

ମାଁ

ମାଁ

1 min ପଢ଼ନ୍ତୁ

ମାଁ

ମାଁ

1 min ପଢ଼ନ୍ତୁ

ମାଁ

ମାଁ

1 min ପଢ଼ନ୍ତୁ

Similar oriya poem from Classics