STORYMIRROR

Sagarika Sahu

Action Classics

3  

Sagarika Sahu

Action Classics

ଆସ ସଭେଁ ହେମା ଏକ୍

ଆସ ସଭେଁ ହେମା ଏକ୍

1 min
235

ଆସିଛେ ଆଏଜ୍ ଅଗଷ୍ଟ ପନ୍ଦର

ମୁହେଁ ଫୁଟେ ସବ୍‌କର୍ ହଁସି 

କେତେ ବୀର୍ ଯୋଦ୍ଧା ଜୀବନ୍ ଦେଇ

ହେଇଛନ୍ ସରଗ୍ ବାସୀ ।।


ଇଂରେଜ ଗୁଳିରେ ଜୀବନ୍ ଦେଇ

ଦେଶ୍‌କେ କରିଛନ୍ ମୁକ୍‌ତି

ସେଥିର୍ ଲାଗି ଆଏଜ୍ ଅଗଷ୍ଟ ପନ୍ଦର

ଦେଶ ବାସୀ କରୁ ଭକ୍‌ତି ।।


ତିନ୍ ରଂଗର୍ ପତକା ଉଡେଇ ଆମେ

ଆସ ସଭେ ହେମା ଏକ୍

ଇ ପତକାର୍ ଜାତିର୍ ଗରବ୍

ରଖ୍‌ମା ସଭେଁ ଆମେ ଟେକ୍ ।।


ଶାନ୍ତୀ ମୈତ୍ରୀ ଆର୍ ଅହିଂସାର୍ ପର୍‌ତିକ୍

ପତାକା ଉଡେ ଫର୍ ଫର୍

ଅଗଷ୍ଟ ପନ୍ଦରରେ ସ୍ୱାଧୀନ୍ ହେଲୁ

କାହାକେ ନାଇଁ ଡର୍ ।।


ଆମର୍ ରାଇଜେ ଆମେ ରାଜା ହେବା

ଲେଖ୍‌ମା କେତେ ଇତିହାସ୍

ମାଏଟ୍ ମାଁ ର୍ ଲାଗି ଜୀବନ୍ ଦେଇ

ମୁହେଁ ଫୁଟାମା ହଁସି ବାସ୍ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sagarika Sahu

ମାଁ

ମାଁ

1 min ପଢ଼ନ୍ତୁ

ମାଁ

ମାଁ

1 min ପଢ଼ନ୍ତୁ

ମାଁ

ମାଁ

1 min ପଢ଼ନ୍ତୁ

Similar oriya poem from Action