STORYMIRROR

Manorama Mohanty

Abstract

2  

Manorama Mohanty

Abstract

ମାଳବିକା ତା 'ର ନାମ

ମାଳବିକା ତା 'ର ନାମ

1 min
159

ଅଳକାପୁରୀ ର ବାଳିକା ଟିଏ ସେ 

  ..   ମାଳବିକା ତାର ନାମ 

କରିଥିଲା ମନ ପ୍ରଥମ ଦେଖାରେ 

      ଶିଖିବାକୁ ନୂଆ ପ୍ରେମ 

ଅଳସୀ ନିଦ ତା ଆଖି ଇସାରା ରେ 

       ଚଇତି ସଞ୍ଜ ପରି 

ଚୋରା ହସରୁ ତା ପ୍ରୀତିର ପାଖୁଡା 

       ପଡୁଥିଲା ସତେ ଝରି 

କାହାଣୀ ଅନେକ କହିଥିଲା ମୋତେ 

       ଅର୍ଥ ଯାର ମୂଲ୍ୟହୀନ 

           ମାଳବିକା ତାର

ସ୍ବପ୍ନ ସେ ଏକ ଫିକା ଜୋଛନାର 

        ମୁଁ ତ ସାହାରାର ବାଲି 

ଦେଇଥିଲାସିଏ କେତେଯେ ମମତା 

        ନିମିଷେ ପାରୁନି ଭୁଲି 

ଜୀବନର ଯେତେ ପ୍ରତିଶୃତି ସେତ  

        ଛଳନାର ଅନ୍ୟନାମ 

          ମାଳବିକା ତାର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract