STORYMIRROR

Sai Anshuman

Inspirational

4  

Sai Anshuman

Inspirational

ମାଆ

ମାଆ

1 min
470

ସବୁଠୁ ବଡ଼ ସ୍ନେହ ର ଭଣ୍ଡାର

ଆଶିଷ କାନି ପଣତେ ,

ଅମୃତ ର ଧାରା ଢାଳି ଦେଇ ସିଏ

ଚିହ୍ନାଏ ସାରା ଜଗତେ l

କରେ ମାନସିକ ଦିନ ରାତି ଯାକ

ହେଲେ ଦେହ ଖରାପ ,

ପିଲାଙ୍କୁ ଖୁଆଏ ଗେଲ କରି ସିଏ

ସେଇ ଦେବୀ ସ୍ୱରୂପ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational