STORYMIRROR

Sai Anshuman

Comedy

3  

Sai Anshuman

Comedy

କାଇଁ ଏତେ ହାଉ ହାଉ

କାଇଁ ଏତେ ହାଉ ହାଉ

1 min
223

ନୋଟ୍ ନେ଼ଇ କି ଭୋଟ ତ ଦେଲ

କିଛି ବି କୁହନି ଆଉ,

ବିଧବା ଭତ୍ତା ଆବାସ କଥା

ଦେଖିବା କିଛି ଦିନ ପରେ ଆଉ ।


ସଞ୍ଜ ସକାଳ ରେ ଖାଉ ଥିଲ ତମେ

ମଦ ସାଥେ ମାଉଁସ ,

ଜଣ ଜାଣ କରି ନେଉଥିଲ ଗଣି

ଖଡ ଖଡିଆ ଟଙ୍କା ପାଁ ଶ ।


ଏଇ କେତେଦିନ ହେବ ଗାଦି ରେ ବସିଛି

ସାତ ପୁରୁଷ ଉଦ୍ଧାର ପାଉ,

ତମେ ମୁଲ ଚାଲ କରି କି ଖାଉଛ

କାଇଁ ଏତେ ହାଉ ହାଉ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy