STORYMIRROR

Debadatta Jena

Romance Inspirational

3  

Debadatta Jena

Romance Inspirational

ଲହରୀ..

ଲହରୀ..

1 min
387


ଅପ୍ସରୀ..

ମେଘରେ ଲାଗୁ ତୁ

ବରଷା ଶ୍ରାବଣୀ,

ରଂଗରେ ଲାଗୁ ତୁ 

ରଙ୍ଗଣୀ,

ବରଷିଲେ ରଂଗ

ଫଗୁ ବସଂତରେ

ସାଜିବୁ, 

ରଂଗର ଲହରୀ..!

ମୌସୁମୀ..

ଛୁଇଁ ତୁ ଯାଉଛୁ

ଆକାଶରୁ ମାଟି

ଝରିଲେ ଝମକେ 

ତୋ ପାଉଁଜି,

ନିର୍ଝରେ ସାଜୁଛୁ 

ଝରଣା ରାଣୀତୁ

ଝରରେ ତୁ..

ଋତୁ ରଂଗିନୀ..!

ରଙ୍ଗଣୀ..

ରୂପରେ ଲାଗୁଛୁ

ରୁପସୀ ଚାନ୍ଦିନୀ

ଗଂଧରେ 

ମହକ ମହନୀ,

ମଳୟେ ସାଜୁଛୁ 

ଫଗୁଣର ରାଣୀ 

ବାରମାସୀ ତୁ

ରଂଗ ବାସନ୍ତୀ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance