STORYMIRROR

Prafulla Chandra padhi

Abstract Others

3  

Prafulla Chandra padhi

Abstract Others

ଲହରୀ ର ଦୃଶ୍ୟ

ଲହରୀ ର ଦୃଶ୍ୟ

1 min
325

ତନ୍ମୟର ସବୁଜ ଦୃଶ୍ୟ ଭିତରେ

ଆସିଲା ବେଳେ ଯେମିତି

ମାଟିରେ ତିଆରି ହେଉ ଥାଏ

ପ୍ରୀତି ଫଗୁଣ

ପାଦ ତଳେ ମିଳିଯାଉ ଥାଏ

ଅଜସ୍ର ଶବ୍ଦଙ୍କ ଶ୍ରାବଣ

ବହୁ ଜନଙ୍କ ହିତ ସାଧନ ଲାଗି

ବହୁ ଜନଙ୍କ ସୁଖ ପାଇଁ

ଆନ୍ତରିକତାର ଲାବନ୍ୟ ସମୁଦ୍ରରେ

ଢେଉ ହେବା ଆସ _



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract