STORYMIRROR

SUVENDU SINGH

Romance

2  

SUVENDU SINGH

Romance

ଲେଖୁ ଲେଖୁ ଲେଖିଦେଲି

ଲେଖୁ ଲେଖୁ ଲେଖିଦେଲି

1 min
72


କବିର ଭାବନା କିଛି ବାସ୍ତବତା

କିଛି ଥାଏ ପରିକଳ୍ପନା l

କିଛି ଦୁଃଖ ମନେ ରହିଛି ଯେ ମୋର

କାହାକୁ ଯେ କହିପାରେନା ll  


ଅତୀତର ସ୍ମୁତି ସବୁକୁ ସାଉଁଟି ଦେଖୁଛି ନିଈତି ତାକୁ l

ଗୋପନେ ଶୟନେ ନିଈତି ଭାବୁଛି ଅସ୍ତାୟନେ ଅତୀତକୁ ll


ଭଙ୍ଗା ମନ ଆଉ ଅଦେଖା ସ୍ବପ୍ନରେ

ନିଜକୁ ଲୁଚେଇ କାନ୍ଦେ l

ଅନ୍ଧାରି ରାତିରେ ଶୟନ ନିଦ୍ରାରେ

ଅତୀତ କାହିଁକି ଆସେ ll


ଜାଣିନି ଯେ ମୁହିଁ ସପନରେ ତମେ କାହିଁକି କି ଯେ ଆସୁଅଛ l

ଯଦି ଆସୁଛ ବାସ୍ତବରେ ଆସ ନିଦରେ ଆସି ହଇରାଣ କାହିଁ କରୁଛ ll


Rate this content
Log in

Similar oriya poem from Romance