STORYMIRROR

Prafulla Chandra padhi

Abstract

1  

Prafulla Chandra padhi

Abstract

ଲେଖା ଅଧା ରେ ଅଛି

ଲେଖା ଅଧା ରେ ଅଛି

1 min
97

   

ସାରା ଦିନ ଓ ରାତି ଭୟଂକର ଢେଉ

            ହୃଦୟ ରେ

 ମୋ ହାତ ରୁ ଯଦି

    କଲମ ଖସି ଯିବ

  ସବୁ ଛିନ଼ ଛତ୍ର ହେଇ ଯିବ !

 ଜଳି ଯିବ କେତେ ନଈ !

ସ୍ପନ୍ଦନ ବଢ଼ୁଚି ବେଳୁ ବେଳ

ଅଧା ଲେଖା କବିତା କି

   ହଜି ଯିବ

    ଅରଣ୍ୟ ରେ

 ଶୁଖି ଯିବ କି

ଏତେ ଯତନ ରେ ବଢ଼ାଇ ଥିବା

  ଗଛ ଅସମୟ ରେ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract