STORYMIRROR

ଡୁଲେଶ୍ବର ସାହୁ

Tragedy

3  

ଡୁଲେଶ୍ବର ସାହୁ

Tragedy

କରୋନା

କରୋନା

1 min
152

ନିଜକୁ ବଳିବାନ ଭାବି ବଞ୍ଚୁଥିବା

ଏକ ମାରାତ୍ମକ ଭାଇରସ୍

ନାଁ ତାର କରୋନା ll

ହଜାର ହଜାର ସ୍ଵପ୍ନଦେଖି

ହସ ମୁହଁରେ ଘୁରି ବୁଲୁଛି

ସାଜିଛି ଉଡନ୍ତା ଏକ୍ଲାପକ୍ଷୀ

ସାରା ବିଶ୍ବରେ ସାଜିଛି

ସ୍ବାର୍ଥପର, ଶତ୍ରୁତା ଏବଂ ଜୀବନର ମୃତ୍ୟୁଞ୍ଜୟ ll

ଗୋଟେ ପରିବାର ଭଳି ବଞ୍ଚୁଥିବା

ସାଧାରଣ ମନୁଷ୍ୟକୁ

ଅସହାୟ, ଦୁଃଖିତ ଆଖିରୁ ଲୁହ ଝରେଇ ଦେଇ ପାରିଛି

ମହାମାରୀ କରୋନା ll

ଯୁଗଥିଲା ଲୋକେ ଦାଦନ ଖଟି

ବଞ୍ଚିବା ଶିଖୁଥିଲେ ଏବେ

ହସ ମୁହଁରେ ଦୁଃଖର ସାମ୍ନା

ଝଡ,ବତାସ ଏବଂ ତତଲା ଝାଉକୁ ନିଜର ଭାବି

ବଞ୍ଚିବା ଶିଖି ଗଲେଣି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ଡୁଲେଶ୍ବର ସାହୁ

Similar oriya poem from Tragedy