STORYMIRROR

ଡୁଲେଶ୍ବର ସାହୁ

Others

3  

ଡୁଲେଶ୍ବର ସାହୁ

Others

କବିତା

କବିତା

1 min
179


ମୁଁ ଶଦ୍ଦରେ ଶଦ୍ଦକୁ ଯୋଡ଼ି

ତତେ ପାଇଛି,

ପୃଥିବୀର ଚତୁଃପାର୍ଶ୍ଵରେ

ମୁଁ ତତେହିଁ ପାଏ ll


ମୁଁ ଅନ୍ଧାରୁଆ ରାସ୍ତାରେ

ଯେବେ ଏକା ହୋଇଯାଏ

ତୁ ପ୍ରତିମୂହୁର୍ତ୍ତ ଛାଇ ହୋଇ

ପାଖେ ପାଖେ ଥାଉ ll


କେବେ ଝଡରେ

କେବେ ପବନର ବାସ୍ନାରେ

ମୁଁ ତତେ ଅନୁଭବିପାରେ ll


ଜହ୍ନରେ ପ୍ରେମିକା ମୁହଁ 

ମାଟି ଭିତରେ ମା'ର ପାଦ

ତୁ ହିଁ ମୋତେ ଦେଖଉ ll


ତୁ ଏବେ ମୋର ନିଶ୍ବାସ,

ମୁଣ୍ଡ ଉପରର ଆକାଶ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ଡୁଲେଶ୍ବର ସାହୁ