STORYMIRROR

Sagarika Padhy

Inspirational

4  

Sagarika Padhy

Inspirational

କର୍ମ ହିଁ ଧର୍ମ

କର୍ମ ହିଁ ଧର୍ମ

1 min
418

ବାବୁରେ,

କରିଚାଲେ ତୁ ହିଁ ତୀର୍ଥ ଧରମ

ବୁଲିଚାଲେ ତୁ ହିଁ ପୁଣ୍ୟର ଧାମ

ମିଳିବନି ସ୍ୱର୍ଗଶାନ୍ତି

କରିଚାଲେ କର୍ମ ନଦେଖି ତୁ ଧାମ

ପାଇବୁ ଜୀବନେ ମୁକ୍ତି

ବାବୁରେ,

ଜୀବନ ନୁହଁଇ ଅମର ମନ୍ଦିର

ସ୍ଥାପିହେବ କାଳ କାଳକୁ

ବାର ଦିନ, ବାର ମାସରେ ଜୀବନ

ଚାଲିଯିବ ଆର ପାରିକୁ

ବାବୁରେ,

କରିଚାଲେ ତୁ ହିଁ ସମାଜ ସେବାକୁ

ଦେହ ଝାଳ ତୁଣ୍ଡେ ଲଗାଇ

ଏହାଠାରୁ ପୁଣ୍ୟ ନାହିଁ ଆଉ ଧର୍ମ

ମାଟିର ମଣିଷଟେ ପାଇଁ

ବାବୁରେ,

କରିଚାଲେ କର୍ମ ବଢ଼ୁଥିବ ଧର୍ମ

ଭାଗ୍ୟର ଚକ୍ର ଦ୍ୱାରରେ

ଯେବେହେବୁ ପାରି ଦେଖୁଥିବୁ ହରି

ରହିଯିବ କୀର୍ତ୍ତି ତୋ ନାମରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sagarika Padhy

ମା

ମା

1 min ପଢ଼ନ୍ତୁ

କ୍ଷମା

କ୍ଷମା

1 min ପଢ଼ନ୍ତୁ

ଭାଗ୍ୟ

ଭାଗ୍ୟ

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

Similar oriya poem from Inspirational