STORYMIRROR

Sagarika Padhy

Others

2  

Sagarika Padhy

Others

ଭାଗ୍ୟ

ଭାଗ୍ୟ

1 min
510


କରମ ତୋ ହାତେ ଧରମ ତୋ ହାତେ

ନୁହଇ ହାତେ ତୋ ଭାଗ୍ୟ

ଯେବେ ତୁ କରିବୁ ଉଚ୍ଚ କାମ ରେ

ବଢ଼ାଇ କରମ ଆଗକୁ

ଦୁନିଆ ଲେଖିବ ଅମର କବିତା

ତୁ ଥିବୁ ଆଗରେ ଶୀର୍ଷ


Rate this content
Log in