STORYMIRROR

Sagarika Padhy

Abstract

2  

Sagarika Padhy

Abstract

କ୍ଷମା

କ୍ଷମା

1 min
462

ନିଜର ବୋଲି ସବୁକିଛି ଆଜି

କରିଦେଲି ମୁହିଁ କ୍ଷମା

କାରଣ ଖୁଜି କି କରଜ ଦେଇ କି

ଭୁଲ କରିବନି ଜମା


ଭାଗ୍ୟ ମୋର ଭବିଷ୍ୟତ କଣ

ଲେଖିକି ଆସିନି ମୁହିଁ

ଜନମ ହୋଇଛି କରମ କରୁଛି

କ୍ଷମା ଆପଣେଇ ନେଇ


ଦେଇ ଜାଣିଥିଲେ କ୍ଷମା ର ପାଉଣା

ନାହିଁ କିଛି ଆଉ ବଡ଼

ମଣିଷ ଜୀବନ ଅଟଇ ଭଙ୍ଗୁର

କ୍ଷମା କରି କରି ଚାଲ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sagarika Padhy

ମା

ମା

1 min ପଢ଼ନ୍ତୁ

କ୍ଷମା

କ୍ଷମା

1 min ପଢ଼ନ୍ତୁ

ଭାଗ୍ୟ

ଭାଗ୍ୟ

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

Similar oriya poem from Abstract